ଆମ ସଂଗଠନରେ ଶକ୍ତି ଅଛି |
“ଆଜୀବନ ସଦସ୍ୟ ହୁଅନ୍ତୁ ଏବଂ ସାମ୍ବାଦିକତା କଣ ଓ କେମିତି କରାଯାଏ ଶିଖନ୍ତୁ,ବିପଦ ବେଳେ ସଂଘର କାର୍ଯ୍ୟ କଣ ଆଉ
କେମିତି ହେବା ଦରକାର ତାହା ବି ଜାଣନ୍ତୁ"
ସଦସ୍ୟମାନଙ୍କୁ ସଦସ୍ୟତା କାର୍ଡ ଏବଂ ସଦସ୍ୟତା ପ୍ରମାଣପତ୍ର ଦିଆଯିବ l
ଅଲ ଓଡିଶା ରିପୋର୍ଟର ଆସୋସିଏସନର ଜାତୀୟ / ରାଜ୍ୟ / ଜିଲ୍ଲା / ସହର / ଟାଉନ୍ / ବ୍ଲକ ଏବଂ ଗ୍ରାମାଞ୍ଚଳ ସ୍ତରର
ସାମ୍ବାଦିକ ମାନଙ୍କ ସୁରକ୍ଷା କବଚ ଭାବେ କାର୍ଯ୍ୟ କରିବ l ଅନେକ ସଂଘ ରାଜ୍ୟରେ ଅଛି କିନ୍ତୁ ଡ଼ ସୁଧାଂଶୁ ଶେଖର
ରାଉତଙ୍କ ଚିନ୍ତାଧାରା ଓ ବାସ୍ତବତା ଲଢେଇ କରିବାକୁ ସେମିତି ସାହସୀ ସମ୍ପାଦକ ଓଡିଶାରେ ବହୁତ କମ l ତେଣୁ ସାଟେଲାଇଟ,
ଡିଜିଟାଲ, ପୋର୍ଟାଲ,ଖବର କାଗଜ ଓ ରେଡ଼ିଓ ଆଦିରେ ସାମ୍ବାଦିକତା କରୁଥିବା ସମସ୍ତ ସାମ୍ବାଦିକ ଏ ସଂଘଠନରେ ଯୋଡି
ହୋଇପାରିବେ l
ସଂଘ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜୋନରେ ସୁରକ୍ଷା ଦେଉଥିବା ଗାର୍ଡ ମାନଙ୍କୁ ନିଯୁକ୍ତି କରିବ l
ବିପଦ ସମୟରେ କାହା କଥାରେ ଦୁରେଇ ନ ଯାଇ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବା ସହ ଲଢେଇ ଜାରି ରଖିବ